10 hours ago • Tarang TV

ସିଡ଼ର ନିଷ୍ପତ୍ତିରେ କ'ଣ ମିତା ରାଜି ହେଇଯିବ ?

ଦେଖନ୍ତୁ "ରାଜଯୋଗ" ଏଇ ସୋମବାର ରାତି ୯:୩୦ଟା କେବଳ ତରଙ୍ଗ ଓ ତରଙ୍ଗପ୍ଲସରେ...

 #rajajoga  |  #odiabestserial  |  #tarangbestserial  |  #mita  |  #specialepisode  |  #tarangplus  |  #tarangtv 

11 hours ago • Tarang TV

#Liveat2pm  |  #MaaPetaruMunJagatajita  |  #TarangTV 

ଆସନ୍ତାକାଲି Cookies ଆସୁଛନ୍ତି Live...ଆପଣମାନଙ୍କ ସହିତ କିଛି ମଜାମସ୍ତି, କଥାବାର୍ତ୍ତା ଓ ଜଣେଇବାକୁ ଆମ New Movie "Maa Petaru Mun Jagatajita" ବିଷୟରେ...

Online ରହିବାକୁ ଜମାରୁ ଭୁଲିବେନି ଆସନ୍ତାକାଲି ଦିନ ୨ଟା ବେଳେ କେବଳ Tarang TV Facebook Page ରେ.

 #facebooklive   #newodiamovie   #maapetarumunjagatajita   #tarangmovie   #cookies   #tarangplus   #tarangtv 

12 hours ago • Tarang TV

ତରୁଣ କ'ଣ ମୁକ୍ତିକୁ ନତାସାର ଚକ୍ରାନ୍ତରୁ ବଞ୍ଚେଇପାରିବ ?

ଆପଣଙ୍କର ମତାମତ କ'ଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ...

ମହାସଙ୍ଗମରେ ଦେଖନ୍ତୁ "ତୁ ମୋ ଆଖିର ତାରା" ଓ "ମୋ ସିନ୍ଦୂରର ଅଧିକାର" ଆଜି ରାତି ୮:୩୦ଟା ରୁ ୯:୩୦ଟା କେବଳ ତରଙ୍ଗ ଓ ତରଙ୍ଗପ୍ଲସରେ...

 #mahasangam  |  #tumoakhiratara  |  #mukti  |  #tarun  |  #mosinduraraadhikara  |  #odiabestserial  |  #tarangbestserial  |  #specialepisode  |  #tarangplus  |  #tarangtv 

13 hours ago • Tarang TV

ଅଭିର ଚାକିରୀ କ'ଣ ବଞ୍ଚେଇପାରିବ ସୋନା ?

ଆପଣଙ୍କର ମତାମତ କ'ଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ...

ଦେଖନ୍ତୁ ଆପଣଙ୍କ ପ୍ରିୟ ଧାରାବାହିକ "ମୋ ଶାଶୂର ଶାଶୂମା " ଆଜି ସନ୍ଧ୍ୟା ୭:୩୦ଟା କେବଳ ତରଙ୍ଗ ଓ ତରଙ୍ଗପ୍ଲସରେ...

 #MoSasuraSasumaa   #NewOdiaMegaSerial   #OdiaSerial   #TarangSerial   #FullEpisode   #TarangTV   #TarangPlus 

14 hours ago • Tarang TV

ଜୀନାକୁ ନ୍ୟାୟ ଦେଇପାରିବ କି ବାନି ?

ଆପଣଙ୍କର ମତାମତ କ'ଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ...

ଦେଖନ୍ତୁ ଆପଣଙ୍କର ପ୍ରିୟ ମେଗା ଧାରାବାହିକ "ଆମ ଝାନ୍ସୀ ଅପା" ଆଜି ସନ୍ଧ୍ୟା ୬:୩୦ଟା କେବଳ ତରଙ୍ଗ ଓ ତରଙ୍ଗପ୍ଲସରେ..

 #AmaJhansiApa   #OdiaMegaSerial   #OdiaSerial   #TarangSerial   #AmaJhansiApaFullEpisode   #TarangTV   #TarangPlus 

16 hours ago • Tarang TV

#1DaysToGo  |  #MaaPetaruMunJagatajita  |  #TarangTV 

World Television Premiereରେ ଦେଖିବାକୁ ଭୁଲିବେନି - "ମା' ପେଟରୁ ମୁଁ ଜଗତଜିତା" ଆସନ୍ତାକାଲି ସନ୍ଧ୍ୟା 6.30...କେବଳ ତରଙ୍ଗ ଓ ତରଙ୍ଗ ପ୍ଲସରେ..

 #WorldTelevisionPremiere  |  #CookiesSwain  |  #Swadhin  |  #OdiaCinema  |  #NewOdiaFilm  |  #TarangPlus  |  #TarangTV 



Starring- Cookies Swain, Swadhin, Gourav, Biren Mishra, Shakti Barala, Bulu Panda, Prangya, Kedar Mishra, Disco Readdy, Bijay, Sarangi, Jogi

Story - Dillip Kumar Das

Screenply & Dialogues - Sanjay Nayak

Lyrics - Dr.Nirmal Nayak

Music - Biraj Prasad

Singer - Satyajeet pradhan & Rashmita Dash

Choreography - Sanjay Nayak

Editor - Pintu Nayak

DOP - kanhu Nanda Subham

DI - Debapriya Senanayak

Producer - Raja Nayak

Executive Producer - Tribhuban Panda

Chief Executive Producer - Debidutta Mohanty

Creative Head - Ranjan Satapathy

Director - Sanjay Nayak 

1 day ago • Tarang TV

ଏଇ ସବୁ ଚରିତ୍ରକୁ ନେଇ ସିଏ ଝାନ୍ସୀ ଅପା ❤️❤️...

ଦେଖନ୍ତୁ ଆପଣଙ୍କର ପ୍ରିୟ ମେଗା ଧାରାବାହିକ "ଆମ ଝାନ୍ସୀ ଅପା" ପ୍ରତି ସୋମ-ଶନି ସନ୍ଧ୍ୟା ୬:୩୦ଟା କେବଳ ତରଙ୍ଗ ଓ ତରଙ୍ଗପ୍ଲସରେ..

 #AmaJhansiApa   #OdiaMegaSerial   #Bani   #OdiaSerial   #SpecialPost   #TarangSerial   #TarangTV   #TarangPlus 

1 day ago • Tarang TV

#Liveat3pm  |  #MaaPetaruMunJagatajita  |  #TarangTV 

ଆସନ୍ତାକାଲି Swadheen ଆସୁଛନ୍ତି Live...ଆପଣମାନଙ୍କ ସହିତ କିଛି ମଜାମସ୍ତି, କଥାବାର୍ତ୍ତା ଓ ଜଣେଇବାକୁ ଆମ New Movie "Maa Petaru Mun Jagatajita" ବିଷୟରେ...

Online ରହିବାକୁ ଜମାରୁ ଭୁଲିବେନି ଆସନ୍ତାକାଲି ଦିନ ୩ଟା ବେଳେ କେବଳ Tarang TV Facebook Page ରେ.

 #facebooklive   #newodiamovie   #maapetarumunjagatajita   #tarangmovie   #swadheen   #tarangplus   #tarangtv 

1 day ago • Tarang TV

ପ୍ରଦୀପ ପ୍ରଶ୍ନର କି ଉତ୍ତର ଦେବ ବାନି ?

ଆପଣଙ୍କର ମତାମତ କ'ଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ...

ଦେଖନ୍ତୁ ଆପଣଙ୍କର ପ୍ରିୟ ମେଗା ଧାରାବାହିକ "ଆମ ଝାନ୍ସୀ ଅପା" ଆଜି ସନ୍ଧ୍ୟା ୬:୩୦ଟା କେବଳ ତରଙ୍ଗ ଓ ତରଙ୍ଗପ୍ଲସରେ..

 #AmaJhansiApa   #OdiaMegaSerial   #OdiaSerial   #TarangSerial   #AmaJhansiApaFullEpisode   #TarangTV   #TarangPlus 

1 day ago • Tarang TV

କାମିନୀର ଘୃଣାକୁ କ'ଣ ପ୍ରେମରେ ବଦଳେଇପାରିବ ଚିକି ?

ଆପଣଙ୍କର ମତାମତ କ'ଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ...

ଦେଖନ୍ତୁ ଆପଣଙ୍କ ପ୍ରିୟ ଧାରାବାହିକ "ତୋରି ପାଇଁ ତୋ ପାଇଁ" ଆଜି ରାତି ୮ଟା କେବଳ ତରଙ୍ଗ ଓ ତରଙ୍ଗପ୍ଲସରେ..

 #ToriPainToPain   #OdiaMegaSerial   #MehendiSpecial   #OdiaSerial   #TarangSerial   #ToriPainToPainFullEpisode   #TarangTV   #TarangPlus